Meaning : ପରିବା, ଫଳ ଉତ୍ପନ୍ନ କରି ବିକୁଥିବା ଲୋକମାନଙ୍କ ଜାତିର ସଦସ୍ୟ
Example :
କୁଞ୍ଜଡାର ଟୋକେଇ ସଜ ସବୁଜ ପନିପରିବାରେ ଲଦି ହୋଇଛି
Synonyms : କୁଞ୍ଜଡା
Translation in other languages :
Meaning : ଗୋଟିଏ ଜାତିର ଲୋକମାନେ ଯେଉଁମାନେ ପରିବା, ଫଳ ଉତ୍ପନ୍ନ କରି ବିକନ୍ତି
Example :
କୁଞ୍ଜଡାମାନେ ଏବେ ନିଜର ପୈତୃକ ବେଉସା ଛାଡିଦେଉଛନ୍ତି
Synonyms : କୁଞ୍ଜଡା
Translation in other languages :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati