Meaning : କୀଟମାନଙ୍କୁ ମାରିବାପାଇଁ ବ୍ୟବହାର କରାଯାଉଥିବା ରସାୟନ
Example :
ଫସଲକୁ ରୋଗରୁ ବଞ୍ଚାଇବାପାଇଁ କୀଟନାଶକର ପ୍ରୟୋଗ କରାଯାଏ
Synonyms : କୀଟନାଶୀ
Translation in other languages :
कीड़ों को मारने के लिए उपयोग में लाया जाने वाला रसायन।
फसलों को रोग से बचाने के लिए कीटनाशक का प्रयोग किया जाता है।A chemical used to kill pests (as rodents or insects).
pesticideMeaning : ଯାହା କିଟାଣୁଗୁଡ଼ିକୁ ବିନାଶ କରେ
Example :
ବିଭିନ୍ନ ସ୍ଥାନରେ ଜମା ହୋଇଥିବା ପାଣିରେ କୀଟନାଶକ ଔଷଧ ପଡ଼ୁଛି
Synonyms : କୀଟାଣୁନାଶକ
Translation in other languages :
Preventing infection by inhibiting the growth or action of microorganisms.
bactericidal, disinfectant, germicidal