Meaning : ଏକ ଶରୀର ବା ରୂପ ଛାଡ଼ି ଅନ୍ୟର ଶରୀର ବା ରୂପ ଧାରଣା କରିବାର କ୍ରିୟା
Example :
ଏଭଳି କୁହାଯାଏ ଯେ ମାୟାବୀ ରାକ୍ଷସମାନେ ନିଜ ଇଚ୍ଛାନୁସାରେ କାୟା ପରିବର୍ତ୍ତନ କରିବାର ଶକ୍ତି ଥାଏ
Translation in other languages :
The act of changing in form or shape or appearance.
A photograph is a translation of a scene onto a two-dimensional surface.Meaning : ବହୁତ ହେରଫେର ବା ପରିବର୍ତ୍ତନ
Example :
ଶ୍ୟାମ ଦୋକାନର କାୟା ପରିବର୍ତ୍ତନ ଦେଖିକରି ଆମେ ଆଚମ୍ଭିତ ହେଲୁ
Synonyms : କାୟା ପଲଟ
Translation in other languages :
The act of changing in form or shape or appearance.
A photograph is a translation of a scene onto a two-dimensional surface.