Meaning : କୌଣସି କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ସେହି କାର୍ଯ୍ୟ ସମ୍ବନ୍ଧିତ ଲୋକମାନଙ୍କ ପାଖକୁ ପଠାଯାଉଥିବା କାର୍ଯ୍ୟସୂଚୀର ନକଲ
Example :
ଆଗାମୀ ମାସରେ ହେବାକୁ ଯାଉଥିବା ସମ୍ମିଳନୀପାଇଁ କାର୍ଯ୍ୟସୂଚୀର ଆଗୁଆ ନକଲ ମାନନୀୟ ସଭାପତିଙ୍କୁ ପଠାଇ ଦିଆଯାଇଛି
Synonyms : କାର୍ଯ୍ୟସୂଚୀର ଅଗ୍ରୀମ ନକଲ
Translation in other languages :
किसी कार्य को प्रारंभ करने से पूर्व उस कार्य से संबंधित लोगों को भेजी जानेवाली रूपरेखा की प्रति।
अगले महीने होनेवाली संगोष्ठी की अग्रिम प्रति माननीय सभापति को भेज दी गई है।