Meaning : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
Example :
ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ
Translation in other languages :
Someone who patronizes prostitutes.
wencherMeaning : ଯାହାଠାରେ କାମବାସନା ଅଛି
Example :
ସେ ଏକ ଲମ୍ପଟ ବ୍ୟକ୍ତି
Synonyms : ଇନ୍ଦ୍ରିୟଲୋଲୁପ, ଇନ୍ଦ୍ରିୟାଶକ୍ତ, କାମଲୋଲୁପ, କାମୀ, ଲମ୍ପଟ
Translation in other languages :
Meaning : ଯେ ବ୍ୟଭିଚାର କରେ
Example :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
Synonyms : ଚରିତ୍ରହୀନ, ଦୁଶ୍ଚରିତ୍ର, ବ୍ୟଭିଚାରୀ
Translation in other languages :
Not faithful to a spouse or lover.
Adulterous husbands and wives.