Meaning : ସଂପୂର୍ଣ୍ଣ ଜାତିର ଗୋଟିଏ ରାଗିଣୀ
Example :
ସଂଗୀତଜ୍ଞ କାବେରୀ ରାଗରେ ଗାଉଥିଲେ
Translation in other languages :
Meaning : ଦକ୍ଷିଣ ଭାରତରେ ପ୍ରବାହିତ ହେଉଥିବା ଏକ ନଦୀ
Example :
କାବେରୀ ନଦୀର ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡ଼ୁ ମଧ୍ୟରେ ବିବାଦ ଘନୀଭୂତ ହୋଇଛି
Synonyms : କାବେରୀ ନଦୀ
Translation in other languages :
दक्षिण भारत में बहनेवाली एक नदी।
कावेरी नदी के जल को लेकर कर्नाटक और तमिलनाडु में विवाद गहराया।