Subscribe
URL of the page has been copied to clipboard.
Meaning : ଯେ କାନ୍ଦିବା ଅବସ୍ଥାରେ ଥାଏ ବା ଦେଖିଲେ ଏମିତି ଲାଗେ କି ଯେ ସେ ଏବେ କାନ୍ଦି ପକେଇବ
Example : ତା କଥା ଶୁଣୁଶୁଣୁ ହିଁ ଶ୍ୟାମର ଚେହେରା କାନ୍ଦକାନ୍ଦ ହୋଇଗଲା ତାର କାନ୍ଦୁରା ଚେହେରା ଦେଖି ମୋର ଦୟା ଆସିଲା
Synonyms : କାନ୍ଦୁରା
Translation in other languages :हिन्दी English
जो रोने को हो या देखकर ऐसा लगे कि जो अब रोने वाला हो।
Liable to weep easily.
Install App