Meaning : କାନ ବା ନାକରେ ପିନ୍ଧୁଥିବା ଏକ ଗହଣା
Example :
ଶୀଲା କାନରେ କାନଫୁଲ ପିନ୍ଧିଛି
Translation in other languages :
Meaning : କାନରେ ପିନ୍ଧା ଯାଉଥିବା ଏକ ଗହଣା
Example :
ଗୀତାର ଗୋଟିଏ କାନର କାନଫୁଲ ହଜି ଯାଇଛି
Synonyms : ଅବତଂସ, କର୍ଣ୍ଣଭୂଷଣ, କୁଣ୍ଡଳ
Translation in other languages :
Jewelry to ornament the ear. Usually clipped to the earlobe or fastened through a hole in the lobe.
earring