Meaning : ବହୁତ ଥଣ୍ଡା ପଡ଼ୁଥିବା ପାହାଡ଼ ଉପରେ ବାସକରୁଥିବା ଏକ ପ୍ରକାର ହରିଣ ଯାହା ନାଭିରୁ କସ୍ତୁରୀ ବାହାରେ
Example :
କସ୍ତୁରୀ ହରିଣ କସ୍ତୁରୀର ବାସ୍ନାରେ ଚଳଚଞ୍ଚଳ ହୋଇଯାଏ
Synonyms : କସ୍ତୁରୀ ମୃଗ, ଗନ୍ଧ ମୃଗ
Translation in other languages :
Small heavy-limbed upland deer of central Asia. Male secretes valued musk.
moschus moschiferus, musk deer