Meaning : କାହା ଆଗରେ ନିଜ କଳା ପ୍ରଦର୍ଶନ କରିବା
Example :
ଯାଦୁଗର ପିଲାଙ୍କ ଆଗରେ ଯାଦୁ କଳା ପ୍ରଦର୍ଶନ କରୁଛି
Synonyms : କଳା ପରିବେଷଣ କରିବା, କଳା ପ୍ରଦର୍ଶନ କରିବା
Translation in other languages :
किसी के सामने अपनी कला प्रदर्शित करना।
जादूगर बच्चों के सामने कला प्रदर्शित कर रहा है।