Subscribe
URL of the page has been copied to clipboard.
Meaning : ବଙ୍ଗୋପସାଗରର ଯେଉଁ ଅଂଶରେ ପାଣି ଅତ୍ୟନ୍ତ କଳା ହୋଇଥାଏ
Example : ପ୍ରଥମେ କଳାପାଣି ସଜ୍ଜା ପାଉଥିବା ଲୋକମାନଙ୍କୁ କଳାପାଣି ପଠାଇ ଦିଆଯାଉଥିଲା
Translation in other languages :हिन्दी
बंगाल की खाड़ी का वह अंश जहाँ का पानी अत्यंत काला है।
Meaning : ଦେଶରୁ ବହିଷ୍କାର କରିବା ଦଣ୍ଡ ଯେଉଁଥିରେ ଅପରାଧୀମାନଙ୍କୁ ଆଣ୍ଡାମାନ,ନିକୋବର ଆଦି ଦ୍ୱୀପକୁ ପଠାଯାଉଥିଲା
Example : ଇଂରେଜ ଶାସନ ସମୟରେ ଅପରାଧୀମାନଙ୍କୁ କଳାପାଣି ଦଣ୍ଡ ଦିଆଯାଉଥିଲା
देशनिकाले की सजा जिसमें अपराधियों को अंडमान, निकोबार आदि द्वीपों में भेजा जाता था।
Install App