Subscribe
URL of the page has been copied to clipboard.
Meaning : ଅତି ଉଚ୍ଚ ସ୍ୱର
Example : ଶିଲା ଅତ୍ୟୁଚ୍ଚ ସ୍ୱରରେ ଗୀତ ଗାଏ
Synonyms : ଅତ୍ୟୁଚ୍ଚ, ତୀକ୍ଷ୍ଣ୍
Translation in other languages :हिन्दी
ऊँचा और तीखा (आवाज)।
Meaning : ଖୁବ ଜୋର ଶବ୍ଦ
Example : ସହରରେ ସଡ଼କ ଉପରେ ଚାଲୁଥିବା ଯାନବାହନର କାନଫଟା ଶବ୍ଦ ଭାରି ଅସୁବିଧା କରୁଛି
Synonyms : କାନଫଟା
बहुत तेज (आवाज)।
Install App