Subscribe
URL of the page has been copied to clipboard.
Meaning : ସବୁଠାରୁ ଛୋଟ
Example : କନିଷ୍ଠ ଆଙ୍ଗୁଳିରେ ପୀଡ଼ା ହେଉଛି
Translation in other languages :हिन्दी
सबसे छोटा।
Meaning : ବୟସରେ ସବୁଠାରୁ ଛୋଟ
Example : ମୋ କନିଷ୍ଠ ଭାଇ ଆସୁଛି
Synonyms : ସାନ
जो अवस्था, वय आदि के विचार से औरों की तुलना में छोटा हो।
Meaning : ଯାହାର ଜନ୍ମ ପରେ ହୋଇଛି
Example : ଲକ୍ଷ୍ମଣ ରାମଙ୍କ ସାନ ଭାଇ ଥିଲେ
Synonyms : ଅନୁଜ, ଛୋଟ, ସାନ
जिसका जन्म बाद में हुआ हो।
Meaning : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
Example : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
Synonyms : ଅଧସ୍ତନ, ନିମ୍ନସ୍ଥ
जो पद, मर्यादा, योग्यता आदि में छोटा या दूसरों से घटकर हो।
Install App