Subscribe
URL of the page has been copied to clipboard.
Meaning : ନୂଆ ବାହାରିଥିବା କୋମଳ ପତ୍ର
Example : ସେ ଗଛରୁ କଅଁଳ ପତ୍ର ତୋଳୁଛି
Synonyms : କଅଁଳ ପତର, କିଶଳୟ, କୁଆଁପତ୍ର, ନବପତ୍ର, ନବପଲ୍ଲବ, ନୂଆପତ୍ର
Translation in other languages :हिन्दी English
नया निकला हुआ कोमल पत्ता।
The main organ of photosynthesis and transpiration in higher plants.
Meaning : ଛୋଟ ପତ୍ର
Example : ଛେଳିଗୁଡ଼ିକ କ୍ଷେତରେ କଅଁଳିଆ ପତ୍ର ଖାଉଛନ୍ତି
Synonyms : କଅଁଳ ପତର, କଅଁଳିଆ ପତ୍ର, କୋମଳ ପତ୍ର
छोटा पत्ता।
Install App