Meaning : ଯେଉଁ ଛୋଟ କାଗଜରେ ରୋଗୀପାଇଁ ଔଷଧ ଏବଂ ତାର ସେବନପାଇଁ ବିଧି ଲେଖାଯାଇଥାଏ
Example :
ବୈଦ୍ୟଙ୍କ ଘରୁ ଫେରିବା ବେଳେ ରାସ୍ତାରେ କେଉଁଠି ଔଷଧ_ଚିଠା ପଡ଼ିଗଲା
Synonyms : ଔଷଧ ଚିରୁକୁଟି, ପ୍ରେସ୍କ୍ରିପ୍ସନ୍
Translation in other languages :
Written instructions from a physician or dentist to a druggist concerning the form and dosage of a drug to be issued to a given patient.
prescription