Meaning : ଏସିଆର ନିବାସୀ
Example :
ମେରୀର ବିବାହ ଜଣେ ଏସୀୟଙ୍କ ସହ ହୋଇଛି
Synonyms : ଏସିଆ ବାସୀ
Translation in other languages :
Meaning : ଏସିଆସହ ସମ୍ବନ୍ଧିତ ବା ଏସିଆର
Example :
ଏସୀୟ ଦେଶ ଗୁଡ଼ିକରେ ମୃତ୍ୟୁହାର ଅପେକ୍ଷାକୃତ ଅଧିକ
Synonyms : ଏସିଆ ସମ୍ବନ୍ଧିତ, ଏସିଆନ
Translation in other languages :