Meaning : କରଜର ଯେଉଁ ବ୍ୟବସ୍ଥାରେ ମୂଳଧନର ଏକଚତୁର୍ଥାଂଶ ଦେବାକୁ ପଡିଥାଏ
Example :
ମହାଜନ ଏକଚତୁର୍ଥାଂଶ ସୁଧରେ କରଜ ଦେଉଛି
Translation in other languages :
Meaning : କୌଣସି ବସ୍ତୁଆଦିର ଚାରି ଭାଗରୁ ଏକ ଭାଗ
Example :
ଏହି କାମର ଏକଚତୁର୍ଥାଂଶ ହୋଇଯାଇଛି
Synonyms : ଏକଚଉଥ, ଚାରିଭାଗରୁଭାଗେ
Translation in other languages :
One of four equal parts.
A quarter of a pound.