Meaning : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
Example :
ଏକ ଆଉ ଏକ ମିଶି ଦୁଇ ହୁଏ
Synonyms : ୧
Translation in other languages :
Meaning : ଗଣତିରେ ବା ସଂଖ୍ୟାରେ ଏକ ହେବାର ଅବସ୍ଥା ବା ଭାବ
Example :
ବାରରେ ଦୁଇଟି ଏକ ଓ ଗୋଟିଏ ଦୁଇ ଅଛି
Translation in other languages :
Meaning : ମାତ୍ର ଗୋଟିଏ
Example :
ଶୀଳା ତାଙ୍କର ଏକମାତ୍ର ସନ୍ତାନ ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି
Synonyms : ଏକମାତ୍ର, ଏକଲା, ଏକୋଇ, ଗୋଟିଏ ମାତ୍ର
Translation in other languages :