Meaning : ଜଣେ ପୌରାଣିକ ଋଷି
Example :
ଋଷ୍ୟଶୃଙ୍ଗ ଋଷି ମହର୍ଷି ବିଭାଣ୍ଡକଙ୍କ ପୁତ୍ର ଥିଲେ
Synonyms : ଋଷ୍ୟଶୃଙ୍ଗ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sageMeaning : ଗୋଟିଏ କାହାଣୀ ଅନୁସାରେ ଦଶରଥଙ୍କ ଜ୍ୱାଇଁ ଭାବେ ପରିଚିତ ହେଉଥିବା ଜଣେ ଋଷି
Example :
ଥରେ ରାଜା ପରୀକ୍ଷିତ ଶୃଙ୍ଗୀଙ୍କ ଗଳାରେ ମଲା ସାପ ଝୁଲାଇ ଦେଇଥିଲେ,ଯେଉଁଥିରେ କ୍ରୋଧିତ ହୋଇ ଶୃଙ୍ଗୀ ଋଷି ଶାପ ଦେଇଥିଲେ
Synonyms : ଶୃଙ୍ଗୀ, ଶୃଙ୍ଗୀ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sage