Meaning : ଦୁଇଆଡ଼ୁ
Example :
ବର ଓ କନ୍ୟା ଉଭୟ ପକ୍ଷ ସହିତ ସମ୍ପର୍କହେତୁ ଏହି ବିବାହ ସମାରୋହରେ ମୁଁ ଉଭୟ ପକ୍ଷରୁ ଆମନ୍ତ୍ରିତ ହୋଇଛି
Synonyms : ଉଭୟ ଆଡ଼ୁ, ଉଭୟ ପକ୍ଷରୁ
Translation in other languages :
दोनों ओर से।
वर पक्ष और कन्या पक्ष दोनों से संबंध होने के कारण इस विवाह समारोह में मैं उभयतः आमंत्रित हूँ।