Subscribe
URL of the page has been copied to clipboard.
Meaning : ଉତ୍କଳ ପ୍ରଦେଶର ବ୍ରାହ୍ମଣ
Example : ପାଣି ଉତ୍କଳ ବ୍ରାହ୍ମଣ
Translation in other languages :हिन्दी
उत्कल प्रदेश के ब्राह्मण।
Meaning : ଭାରତର ଏକ ରାଜ୍ୟ ଯାହାର ରାଜଧାନୀ ଭୁବନେଶ୍ୱର
Example : ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଓଡ଼ିଶାରେ ଅବସ୍ଥିତ ଓଡ଼ିଶାର ଓଡିଶୀ ନୃତ୍ୟ ବହୁ ପ୍ରସିଦ୍ଧ
Synonyms : ଓଡ଼ିଶା
Translation in other languages :हिन्दी English
भारत का एक राज्य जिसकी राजधानी भुवनेश्वर है।
State in eastern India on the Bay of Bengal.
Meaning : ଜଣେ ବୈଦିକ ଋଷି
Example : ଋଗବେଦରେ ଉତ୍କଳ ଋଷିଙ୍କ ବର୍ଣ୍ଣନା ମିଳେ
Synonyms : ଉତ୍କଳ ଋଷି
एक वैदिक ऋषि।
A mentor in spiritual and philosophical topics who is renowned for profound wisdom.
Install App