Subscribe
URL of the page has been copied to clipboard.
Meaning : ଉଫାଡ଼ିବା କାମ
Example : ବିଜୁଳି ଖମ୍ବକୁ ଉଚ୍ଛେଦନ କରାଯାଉଅଛି
Synonyms : ଉତ୍ପାଡ଼ନ
Translation in other languages :हिन्दी
उखाड़ने का कार्य।
Meaning : କାହାରି ବାକ୍ୟ ବା ସିଦ୍ଧାନ୍ତର ଖଣ୍ଡନ କରିବା ନିମନ୍ତେ ବା ତାହାର ବିରୋଧ କରିବାପାଇଁ କୁହାଯାଇଥିବା କଥା
Example : ପୃଥିବୀ ସ୍ଥିର ଅଛି ଏବଂ ସୂର୍ଯ୍ୟ ଗତିମାନ, ସର୍ବ ପ୍ରଥମେ ଏହି କଥାର ପ୍ରତିବାଦ ସୁକରାତ କରିଥିଲେ
Synonyms : ଉଚ୍ଛେଦ, ଖଣ୍ଡନ, ପ୍ରତିବାଦ, ବିରୋଧ
Translation in other languages :हिन्दी English
किसी के वाक्य या सिद्धांत का खंडन करने के निमित्त या उसका विरोध करने के लिए कही हुई बात।
A defendant's answer or plea denying the truth of the charges against him.
Install App