Subscribe
URL of the page has been copied to clipboard.
Meaning : ଯେଉଁଥିରେ ସଂଯମ ନ ଥାଏ
Example : ଅସଂଯତ ଖାଦ୍ୟପେୟ କାରଣରୁ ବହୁତ ରୋଗ ହୁଏ
Synonyms : ଅଣାୟତ୍ତ, ଅସଂଯତ, ସଂଯମହୀନ
Translation in other languages :हिन्दी English
जिसमें संयम न हो।
Not subject to restraint.
Meaning : ଯିଏ ଅନ୍ୟମାନଙ୍କ ସହିତ ଧୃଷ୍ଟାପୂର୍ବକ ବା ଧୃଷ୍ଟତା ସହିତ ବ୍ୟବହାର କରେ
Example : ମୋହନ ବହୁତ ଧୃଷ୍ଟ
Synonyms : ଅଖାଡ଼ୁଆ, ଅବିନୀତ, ଅଶାଳୀନ, ଉଦ୍ଧତ, ଧୃଷ୍ଟ
जो दूसरों के साथ धृष्टतापूर्वक व्यवहार करता हो या धृष्टता से पेश आता हो।
Tenaciously unwilling or marked by tenacious unwillingness to yield.
Install App