Meaning : ରାସ୍ତା ଭୁଲି ଏଣେ ତେଣେ ବୁଲିବା
Example :
ନୂଆ ସହରରେ ରାସ୍ତା ଭୁଲି ସେ ଏଣେ ତେଣେ ବୁଲିଲା ଓ ଷ୍ଟେସନରେ ପହଞ୍ଚିଗଲା
Synonyms : ପଥ ହୁଡ଼ିବା, ବାଟ ଭୁଲିବା
Translation in other languages :
रास्ता भूलकर इधर-उधर चले जाना।
नए शहर में वह भटक गया और स्टेशन पहुँच गया।