Meaning : ଯେଉଁ ବିଷୟରେ ଇଂରାଜୀ ଭାଷା ଓ ତାର ସାହିତ୍ୟ, ବ୍ୟାକରଣ ଆଦି ଅଧ୍ୟୟନ କରାଯାଏ
Example :
ସେ ଶ୍ରେଣୀରେ ଇଂରାଜୀ ପଢ଼ାନ୍ତି
Translation in other languages :
The discipline that studies the English language and literature.
englishMeaning : ଇଂରେଜମାନଙ୍କ ଭାଷା ଯାହା ବ୍ରିଟେନ ସହିତ ଅନ୍ୟ କେତେକ ଦେଶର ମଧ୍ୟ ରାଷ୍ଟ୍ରଭାଷାରୂପେ ପ୍ରଚଳିତ ହେଉଛି
Example :
ସେ ହିନ୍ଦୀ ସହିତ ଇଂରେଜୀ ମଧ୍ୟ କହିପାରନ୍ତି
Synonyms : ଅଙ୍ଗ୍ରେଜୀ, ଇଂଗ୍ଲିଶ, ଇଂରେଜୀ, ଇଂରେଜୀଭାଷା
Translation in other languages :
अँग्रेजों की भाषा जो ब्रिटेन के साथ ही साथ कई अन्य देशों की राजभाषा है।
वह हिंदी के साथ-साथ अंग्रेजी भी बोल लेता है।An Indo-European language belonging to the West Germanic branch. The official language of Britain and the United States and most of the commonwealth countries.
english, english language