Meaning : ଅର୍ଥ ସମ୍ବନ୍ଧୀୟ ସହାୟତା
Example :
ଜମିଦାର ଏହି ବିଦ୍ୟାଳୟର ପରିଚାଳନାପାଇଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି
Synonyms : ଅର୍ଥ ସହାୟତା, ବିତ୍ତୀୟ ସହାୟତା
Translation in other languages :
अर्थ संबंधी सहायता।
सेठजी ने इस विद्यालय को चलाने के लिए आर्थिक सहायता देने की घोषणा की है।