Meaning : ବିଦେଶରୁ ବିକ୍ରି କରିବା ପାଇଁ ଜିନିଷ ମଗଉଥିବା ଲୋକ
Example :
ଆମଦାନୀକାରୀଙ୍କୁ ସୀମା ଶୁଳ୍କ ଅଧିକାରୀମାନେ ବହୁତ ହଇରାଣ କଲେ
Synonyms : ଆୟାତକର୍ତ୍ତା
Translation in other languages :
विदेश से बिक्री के लिए माल मँगाने वाला व्यक्ति।
आयातक को सीमा शुल्क अधिकारियों ने बहुत परेशान किया।Someone whose business involves importing goods from outside (especially from a foreign country).
importerMeaning : ଆମଦାନୀ କରୁଥିବା ଲୋକ
Example :
ସ୍ୱର୍ଣ୍ଣ ଆମଦାନୀକାରୀ ଧନୀରାମଙ୍କୁ ପୋଲିସ ଧରି ନେଇଗଲା
Translation in other languages :