Meaning : କୌଣସି ଭବନର ଗୋଟିଏ ତାଲାରେ ତିଆରି ହୋଇଥିବା ସଂଲଗ୍ନ କୋଠରିଗୁଡ଼ିକର ଅଲଗା ଅଲଗା ଭାଗ
Example :
ଏହି ଭବନରେ ଏବେ ବି ଆଠ ଦଶଟି ଫ୍ଲାଟ୍ ଖାଲି ଅଛି
Synonyms : ଫ୍ଲାଟ୍
Translation in other languages :
किसी भवन के तल पर बने हुए संलग्न कमरों के अलग-अलग भाग।
इस भवन में अभी भी आठ-दस फ्लैट खाली हैं।