Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଆତୁରତା from ଓଡ଼ିଆ dictionary with examples, synonyms and antonyms.

ଆତୁରତା   ବିଶେଷ୍ୟ

Meaning : ଉଦବିଗ୍ନ ହେବାର ଅବସ୍ଥା ବା ଭାବ

Example : ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ

Synonyms : ଆକୁଳତା, ଉଦବିଗ୍ନତା, ବିକଳତା, ବ୍ୟାକୁଳତା


Translation in other languages :

Meaning : ଆତୁର ହେବାର ଅବସ୍ଥା

Example : ଦୁଇ ବର୍ଷ କାଳ ଘରୁ ଦୂରରେ ରହିବା ପରେ ଘର ଲୋକଙ୍କ ସହିତ ମିଶିବାପାଇଁ ତାଙ୍କର ଆତୁରତା ବଢ଼ିଚାଲିଥିଲା

Synonyms : ଅସ୍ଥିରତା, ଉତ୍‌କଣ୍ଠା, ବ୍ୟଗ୍ରତା


Translation in other languages :

A lack of patience. Irritation with anything that causes delay.

impatience, restlessness