Subscribe
URL of the page has been copied to clipboard.
Meaning : ଯାହା ଲୋକଙ୍କୁ ଆତଙ୍କିତ କରେ
Example : କାଶ୍ମୀରରେ ଚାରିଜଣ ଆତଙ୍କବାଦୀ ପୋଲିସ୍ ଗୁଳିର ଶିକାର ହୋଇଗଲେ
Synonyms : ଟେରରିଷ୍ଟ
Translation in other languages :हिन्दी
वह जो लोगों को आतंकित करता हो।
Meaning : ଆତଙ୍କବାଦ ସହ ସମ୍ବନ୍ଧିତ
Example : ଆଜିକାଲି କେତେକ ନେତା ବି ଆତଙ୍କବାଦୀ କାର୍ଯ୍ୟସହ ଲିପ୍ତ ରହୁଛନ୍ତି
आतंकवाद का या आतंकवाद से सम्बन्धित।
Install App