Meaning : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
Example :
ସେ ଭୋଜନ ପରେ ଭଲଭାବେ ଆଚମନ କଲେ
Synonyms : ହସ୍ତମୁଖାଦି ପ୍ରକ୍ଷାଳନ କରିବା
Translation in other languages :
Meaning : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
Example :
ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
Translation in other languages :