Meaning : କିଛି ପରିମାଣରେ ଶୋଇକରି ବା ବହୁତ ଢଳିକରି ବସିବା
Example :
ସେ ବଜାରରୁ ଆସିବା ପରେ ଆରାମ ଚୌକି ଉପରେ ଆଉଜି ଗଲେ
Synonyms : ଆଉଜିପଡ଼ିବା, ଢଳିପଡ଼ିବା
Translation in other languages :
Extend one's body or limbs.
Let's stretch for a minute--we've been sitting here for over 3 hours.