Meaning : କାମ ଚଳାଇବା ଉଦ୍ଦେଶ୍ୟରେ ଯାହାକୁ କୌଣସି ବ୍ୟକ୍ତି ସ୍ଥାନରେ କିଛି ସମୟ ପାଇଁ ରଖାଯାଇଛି
Example :
ଏହି କାର୍ଯ୍ୟାଳୟରେ ମହେଶକୁ ଛାଡ଼ି ବାକି ସମସ୍ତେ ଅସ୍ଥାୟୀ କର୍ମଚାରୀ
Translation in other languages :
Meaning : ଯାହା କିଛି ଦିନରୁ ଅଛି ବା କିଛି ଦିନ ରହେ
Example :
ଜୀବନରେ ସୁଖ କ୍ଷଣିକ
Synonyms : ଅଳ୍ପ କାଳୀନ, କ୍ଷଣଭଙ୍ଗୁର, କ୍ଷଣିକ
Translation in other languages :
जो कुछ ही दिनों से हो या कुछ ही दिन रहे।
जीवन में सुख अल्प कालीन है।Meaning : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
Example :
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
Synonyms : ଯାଯାବର
Translation in other languages :