Meaning : ଚିକିତ୍ସକର କଟାକଟି କରିବାର ଉପକରଣ
Example :
ନର୍ସ ଶଲ୍ୟଚିକିତ୍ସକଙ୍କ ହାତକୁ ଅସ୍ତ୍ରରୁ ଗୋଟିଏ ଗୋଟିଏ କରି ଦେଉଛି
Translation in other languages :
चिकित्सक का चीरफाड़ का उपकरण।
नर्स अस्त्रों को एक-एक करके शल्य-चिकित्सक के हाथ में दे रही है।A medical instrument used in surgery.
surgical instrumentMeaning : ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ
Example :
ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା
Synonyms : ହତିଆର
Translation in other languages :
Meaning : ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ
Example :
ବାଣ ଏକ ଅସ୍ତ୍ର
Synonyms : ହତିଆର
Translation in other languages :
A weapon that is forcibly thrown or projected at a targets but is not self-propelled.
missile, projectile