Meaning : କ୍ରୁଦ୍ଧ ବା ଖିନ୍ନ ହେବାର ଭାବ ବା ପ୍ରକ୍ରିୟା
Example :
ତାଙ୍କର ବିରକ୍ତିଭାବ ଦେଖି ମତେ ହସ ଲାଗିଲା
Synonyms : କ୍ରୁଦ୍ଧତା, ବିଗିଡ଼ାପଣ, ବିରକ୍ତିଭାବ
Translation in other languages :
A display of bad temper.
He had a fit.Meaning : ଅପ୍ରସନ୍ନ ହେବାର ଅବସ୍ଥା ବା ଭାବ
Example :
ଶେଷରେ ! ଆପଣଙ୍କ ଅରାଜିର କାରଣ କଣ?
Synonyms : ଅପ୍ରସନ୍ନତା, ଅରାଜି, କ୍ଷୁଣ୍ଣତା, ରୁଷ୍ଟତା
Translation in other languages :
The feeling of being displeased or annoyed or dissatisfied with someone or something.
displeasure