Meaning : ଯିଏ ସଂଦିଗ୍ଧ ନୁହେଁ
Example :
ସେ ଜଣେ ଅସଂଦିଗ୍ଧ ବ୍ୟକ୍ତି, ଏହାଙ୍କ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ
Synonyms : ସନ୍ଦେହହୀନ
Translation in other languages :
Not suspected or believed likely.
Remained unsuspected as the head of the spy ring.