Meaning : ଯେ ଶ୍ରଦ୍ଧାର ଯୋଗ୍ୟ ନୁହେଁ
Example :
ବେଳେ ବେଳେ ପରିବାରରେ କେତେକ ଅଶ୍ରଦ୍ଧେୟ ଲୋକଙ୍କୁ ମଧ୍ୟ ନମସ୍କାର କରିବାକୁ ପଡ଼େ
Synonyms : ଅଶ୍ରଦ୍ଧେୟ
Translation in other languages :
जो श्रद्धा के योग्य न हो।
कभी-कभी परिवार के कुछ अश्रद्धेय जनों को भी नमस्कार करना पड़ता है।Unworthy of respect.
unrespectable