Meaning : ଶୁଦ୍ଧହୋଇନଥିବା ସୁନା ବରଂ ଯେଉଁଥିରେ ମଧ୍ୟ କିଛି ମିଶାହୋଇଥାଏ
Example :
ସୁନାରୀ ଖାଦ ସୁନାର ଗହଣା ତିଆରିକଲା
Synonyms : ଖାଦ ସୁନା, ମିଶ୍ରିତ ସୁନା
Translation in other languages :
वह स्वर्ण जो शुद्ध न हो अपितु उसमें कुछ मिला हुआ हो।
सोनार ने अशुद्ध सोने का गहना बनाया।