Meaning : ଯେ ଅଳଂକୃତ ହୋଇନାହିଁ
Example :
ଅନଳଂକୃତ ବେଶଭୁଷାବାଦେ ମଧ୍ୟ ସଧବାର ଚେହେରା ଚମକି ଉଠୁଥିଲା
Synonyms : ଅନଳଂକୃତ, ଅବିଭୂଷିତ, ଅମଣ୍ଡିତ, ଅଳଙ୍କାରହୀନ, ଅସଜ୍ଜିତ
Translation in other languages :
Lacking embellishment or ornamentation.
A plain hair style.