Meaning : ବ୍ୟବଧାନ ବା ଅନ୍ତର ଜଣାଇବା ବା କରିବା
Example :
ଆମେ ଅନେକ ପ୍ରକାରର ଫଳ ଅଲଗା କଲୁ
Synonyms : ଅନ୍ତର କରିବା, ପାର୍ଥକ୍ୟ କରିବା, ପୃଥକ କରିବା, ବିଚ୍ଛିନ୍ନ କରିବା, ବିଭିନ୍ନତା ଦର୍ଶାଇବା, ବିଭେଦ କରିବା
Translation in other languages :
* फर्क या अंतर बताना या करना।
हमने अनेक प्रकार के फलों में अंतर किया।Mark as different.
We distinguish several kinds of maple.Meaning : ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
Example :
ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
Synonyms : ବାଛିବା
Translation in other languages :
Meaning : ବିସ୍ତାର, କାଳ, ସମ୍ବନ୍ଧଆଦି ବିଚାରରେ ଅଲଗା କରିବା
Example :
ଆମେ ପରସ୍ପର ମଧ୍ୟରେ ମନୋମାଳିନ୍ୟକୁ ତୁଟାଇବା
Translation in other languages :
Meaning : ଅଲଗା ବା ପୃଥକ କରିବା
Example :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
Synonyms : ବାଛିବା, ବାହାର କରିବା
Translation in other languages :