Subscribe
URL of the page has been copied to clipboard.
Meaning : ଅର୍ଥ ନ୍ୟାୟାଳୟଦ୍ୱାରା ପ୍ରଣୟନ ହୋଇଥିବା ନିର୍ଦ୍ଦେଶନାମା ବା ସୂଚନା
Example : ଅର୍ଥନୀତିକୁ ପାଳନ କରୁ ନ ଥିବା ବ୍ୟକ୍ତି ଦଣ୍ଡିତ ହୋଇପାରେ
Synonyms : ଅର୍ଥବିଧି
Translation in other languages :हिन्दी
वह आज्ञा या सूचना जो अर्थ-न्यायालय द्वारा निकली हो।
Meaning : ଉତ୍ପାଦନ,ବିତରଣ ତଥା ଉପଭୋଗର ନୀତି ବା ସିଦ୍ଧାନ୍ତ
Example : ସମୟ ଅନୁସାରେ ଅର୍ଥନୀତି ବଦଳୁଛି
Translation in other languages :हिन्दी English
उत्पादन,वितरण तथा उपभोग की नीति या सिद्धांत।
The system of production and distribution and consumption.
Install App