Subscribe
URL of the page has been copied to clipboard.
Meaning : ଅର୍ଥଦଣ୍ଡ ଦେବା ବା ଜୋରିମାନା କରିବା
Example : ଅନ୍ୟର ଖେତରେ ଗୋରୁ ଚରାଇବା କାରଣରୁ ତାକୁ ଜୋରିମାନା ଦେବାକୁ ପଡ଼ିଲା
Synonyms : ଜୋରିମାନା, ତଣ୍ଡ
Meaning : କୌଣସି ପ୍ରକାର ଅପରାଧ,ଦୋଷ ବା ଭୁଲ୍ କଲେ ଦଣ୍ଡ ସ୍ବରୂପ ଯେଉଁ ଅର୍ଥ ଦେବାକୁ ପଡେ
Example : ସେ ଜରିମାନା ଦେବାକୁ ମନା କରିଦେଲେ
Synonyms : ଅର୍ଥଦଂଡ, ଜରିମାନା, ଫାଇନ୍
Translation in other languages :हिन्दी English
वह धन जो किसी प्रकार का अपराध, दोष या भूल करने पर दंड स्वरूप देना पड़ता है।
A payment required for not fulfilling a contract.
Meaning : ଅପରାଧୀଙ୍କ ଠାରୁ କିଛି ଧନ ଆଦାୟ କରିବା ଦଣ୍ଡ
Example : ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବା କାରଣରୁ ତାଙ୍କୁ ଜୋରିମାନା ରୂପେ ଶହେ ଟଙ୍କା ଦେବାକୁ ହେଲା
Synonyms : ଜୋରିମାନା, ଫାଇନ୍
वह दंड जिसमें किसी से किसी प्रकार की चूक, त्रुटि या भूल होने पर उससे कुछ धन लिया जाता है।
Money extracted as a penalty.
Meaning : କୌଣସି ପ୍ରକାରର ତ୍ରୁଟି ବା ଭୁଲ୍ କଲେ କୌଣସି ଅଧିକାରୀଙ୍କ ଦ୍ବାରା ଦିଆ ଯାଉଥିବା ଅର୍ଥ ଦଣ୍ଡ
Example : ପାଠାଗାରରେ ପନ୍ଦର ଦିନ ଭିତରେ ବହି ନ ଫେରାଇଲେ,ଦୈନିକ ଜରିମାନା ଏକଟଙ୍କା
Synonyms : ଅର୍ଥଦଂଡ, ଜରିମାନା
Install App