Meaning : ଠିକାରେ ନ ହୋଇ ଦୈନିକ ମଜୁରିରେ ହେଉଥିବା କାମ
Example :
ଅମାନୀରେ ପ୍ରାୟ ପଚାଶ ମଜୁରିଆ ଲାଗିଛନ୍ତି
Meaning : ଫସଲ ଉତ୍ପାଦନକୁ ବିଚାରକୁ ନେଇ ରିହାତି ହାରରେ ହେଉଥିବା ଖଜଣା ଆଦାୟ
Example :
ଅମାନୀରେ ଆଜି ପୂରା ଦିନଟି ଚାଲିଗଲା
Translation in other languages :
The return derived from cultivated land in excess of that derived from the poorest land cultivated under similar conditions.
economic rent, rent