Meaning : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
Example :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
Synonyms : ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି, ବିକାଶ
Translation in other languages :
Gradual improvement or growth or development.
Advancement of knowledge.Meaning : ଭଲ ଉନ୍ନତ ଅବସ୍ଥା
Example :
ଛତିଶଗଡ଼ର ଅଭ୍ୟୁନ୍ନତି ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି
Synonyms : ଅଭ୍ୟୁନ୍ନତି
Translation in other languages :
Meaning : କୌଣସି ନୂଆ ଜିନିଷ, କଥା, ଶକ୍ତିଆଦି ଉତ୍ପନ୍ନ ହୋଇ ଆଗକୁ ଆସିବାର କ୍ରିୟା
Example :
୧୯୭୨ରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ବଙ୍ଗଳାଦେଶର ଉଦୟ ହୋଇଥିଲା
Synonyms : ଉଦୟ
Translation in other languages :
Meaning : ଉନ୍ନତିର ଯୋଗ୍ୟ
Example :
ଆମକୁ ଅଭ୍ୟୁଦୟ କର୍ମ ହିଁ କରିବା ଆବଶ୍ୟକ
Synonyms : ଉନ୍ନତିଯୋଗ୍ୟ, ଶ୍ରୀବୃଦ୍ଧି
Translation in other languages :