Meaning : ଯେଉଁ ଅଧିକାରୀଙ୍କ ତତ୍ତ୍ବାବଧାନରେ କୌଣସି କାର୍ଯାଳୟର ଅଭିଲେଖ ଆଦି ରହିଥାଏ
Example :
ରାମ ନାରାୟଣ ଷ୍ଟେଟ୍ ବ୍ୟାଙ୍କରେ ଅଭିଲେଖପାଳ ଥିଲେ
Synonyms : ଆକାଉଣ୍ଟାଟ୍, ହିସାବ ରକ୍ଷକ
Translation in other languages :
वह अधिकारी जिसकी देख-रेख में किसी कार्यालय के अभिलेख आदि रहते हों।
राम नारायण स्टेट बैंक में अभिलेखापाल थे।Meaning : କୌଣସି କାର୍ଯ୍ୟାଳୟର ଅଭିଲେଖ ଆଦିର ଦେଖାଶୁଣା କରୁଥିବା ଅଧିକାରୀ
Example :
ଏଠାକାର ଅଭିଲେଖପାଳଙ୍କ ସ୍ଥାନାନ୍ତରଣ ହୋଇଯାଇଛି