Meaning : ଅବ୍ୟବହାରିକ ହେବାର ଅବସ୍ଥା ବା ଭାବ
Example :
ତାହାର ଅବ୍ୟବହାରିକତାରେ ମୁଁ କ୍ଷୁଣ୍ଣ
Synonyms : ବ୍ୟବହାର ଅକୁଶଳତା
Translation in other languages :
अव्यवहारिक होने की अवस्था या भाव।
उसकी अव्यवहारिकता से मैं खिन्न हूँ।Concerned with theoretical possibilities rather than actual use.
impracticality