Meaning : ଉପରୁ ତଳଆଡକୁ ଆଣିବା କ୍ରିୟା
Example :
କୁହୁଡି କାରଣରୁ ଉଡାଯାହାଜ ଅବତରଣରେ ସମସ୍ୟା ହୋଇଛି
Synonyms : ଉଲ୍ଲାଇବା, ଲ୍ୟାଣ୍ଡିଙ୍ଗ
Translation in other languages :
Meaning : କୌଣସି ସ୍ଥାନରେ ବାୟୁଯାନ ଅବତରଣ କରିବାର ପ୍ରକ୍ରିୟା
Example :
ଉଡ଼ାଜାହାଜଟି ଅବତରଣ କରିବାପାଇଁ ଚକ୍କର ମାରୁଛି
Translation in other languages :
The act of coming down to the earth (or other surface).
The plane made a smooth landing.Meaning : ଓହ୍ଲେଇବାର ମାଧ୍ୟମ
Example :
ଘାଟି, ସିଡ଼ିଆଦି ଅବତରଣ ଯୋଗ୍ୟ
Translation in other languages :
Meaning : ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ
Example :
ଜୈନ ମତାନୁସାରେ ଅବରୋହ କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ
Translation in other languages :