Meaning : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
Example :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
Synonyms : ତୁଳନା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା
Translation in other languages :
Relation based on similarities and differences.
comparisonMeaning : କୌଣସି କାମ ହେବା ବା କାହାକୁ ଭରସା କରି ରହିବା କ୍ରିୟା ବା ଭାବ
Example :
ମୁଁ ଏଠି ବସି ରାମର ପ୍ରତୀକ୍ଷା କରୁଛି
Synonyms : ପ୍ରତୀକ୍ଷା
Translation in other languages :
Meaning : ଜଣକୁ ଅନ୍ୟସହିତ ତୁଳନା କରିବା
Example :
ପାଠପଢ଼ାରେ ରାମ ଶ୍ୟାମଠାରୁ ତୁଳନାତ୍ମକ ଭାବେ ଅଧିକ ଭଲ
Synonyms : ଅପେକ୍ଷାକୃତ ଭାବେ, ତୁଳନାତ୍ମକ ଭାବେ, ତୁଳନାରେ
Translation in other languages :