Meaning : ନିଜଦ୍ୱାରା କରାଯାଇଥିବା ଅପରାଧକୁ ସ୍ୱୀକାର କରିବା
Example :
ସେ ଚୋରୀ ଅପରାଧକୁ ସ୍ୱୀକାର କଲା
Synonyms : ଅପରାଧକୁ ସ୍ୱୀକାର କରିବା, ଦୋଷ ମାନିବା
Translation in other languages :
अपने द्वारा किये गये अपराध को मानना।
उसने चोरी का अपराध स्वीकार किया।