Subscribe
URL of the page has been copied to clipboard.
Meaning : ଅନ୍ନରୁ ଉତ୍ପନ୍ନ ହେଉଥିବା ଦୋଷ ବା ବିକାର
Example : ଅନ୍ନଦୋଷରୁ ବଞ୍ଚିବାପାଇଁ ସର୍ବଦା ସତେଜ ଏବଂ ପୁଷ୍ଟିକର ଭୋଜନ କରିବା ଉଚିତ
Synonyms : ଅନ୍ନ-ଦୋଷ
Translation in other languages :हिन्दी
अन्न से उत्पन्न होने वाले दोष या विकार।
Meaning : ନିଷିଦ୍ଧ ବ୍ୟକ୍ତି ବା ସ୍ଥାନର ଭୋଜନରେ ଉତ୍ପନ୍ନ ହେଉଥିବା ଦୋଷ
Example : ଆଜିକାଲି ଲୋକେ ଅନ୍ନଦୋଷ ଉପରେ କମ୍ ଧ୍ୟାନ ଦେଉଛନ୍ତି
निषिद्ध व्यक्ति या स्थान के भोजन से उत्पन्न दोष।
Install App